[13:12:11] WASSUP [14:00:56] asigali bhaimane :) [14:01:13] IRC kmti start hue? [14:01:33] emiti, tame lekhiba, bakimane padhibe au utara debe :) [14:01:36] haan mu achi [14:02:59] Sir Namaskara [14:03:13] namaskar [14:04:34] ସମସ୍ତେ ଏଇ ପୃଷ୍ଠାଟା ଦେଖିଛନ୍ତି ତ? http://goo.gl/E7NwCP [14:06:03] coldbreeze16, subas ଆପଣମାନେ ଦ୍ଦେଖିଛନ୍ତି? [14:06:28] kan sir? [14:06:34] କଣ ଭାଇ [14:07:07] ନମସ୍କାର ନମସ୍କାର [14:07:08] cold breeze bhai jananka kiye? :) [14:07:34] ମୁଁ ନସିମ୍, ଏଇଟା ମୋର ରେଗୁଲାର ଅନ୍‍ଲାଇନ୍ ନାଁ [14:07:37] aasnta barsar program / [14:08:02] ଆଜି IRCର ମୁଖ୍ୟ ବିଷୟ ହେଲା: ବିଗତ ଦିନରେ କଣ କଣ ସଫଳ ହେଲା, କଣ କଣ ବିଫଳ ହେଲା ଜାଣିବା ଆଉ ଆଗକୁ କଣ କଣ କରିବା ସେ ବାବଦରେ ଆଲୋଚନା କରିବା । [14:08:11] na sir :( [14:08:31] ତେଣୁ ଆପଣମାନେ କହନ୍ତୁ ଆପଣଙ୍କ ମତରେ କଣ କଣ ସଫଳ ହେଲା [14:10:02] ମୁଁ ବିଶେଷ କିଛି କାର୍ଯ୍ୟକ୍ରମରେ ଭାଗ ନେଇନି, ତେଣୁ ମୁଁ ଶୁଣୁଛି, ଆପଣମାନେ କୁହନ୍ତୁ [14:10:29] bhai apana nka parichaya janile tike subidha haba [14:10:46] ସୁବାସ ସାର ଆଉ ଶୈଳେଶ କହନ୍ତୁ [14:10:49] ଆପଣ ଆଡମିନ ହିସାବରେ ଦେଖୁଛନ୍ତି ଓ ଅନୁଶୀଳନ କରୁଛନ୍ତି । ଆମେ ତ କେବଳ ଲେଖୁଚୁ । ସଫଳ ବିଫଳ ଆପଣ କହିଲେ ଠିକ ହେବ । [14:11:45] ସାର, ଆଜିର IRC କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆପଣମାନଙ୍କ ମତ ଜାଣିବା, ମୋ ମତ ମୁଁ ଯୋଜନା ପୃଷ୍ଠାରେ ବଖାଣିବି । ତେଣୁ ଆପଣ ଦୟାକରି କହନ୍ତୁ । [14:11:56] Iimc ta mo matare biphala laguchi [14:13:12] ଆଉ କଣ କଣ ବିଫଳ ହେବା ଭଳିଆ ଲାଗୁଛି?] [14:13:38] ଶଶାଙ୍କ ଭାଇ, ଜୁହାର :) Dsasanka [14:14:24] ଶଶାଙ୍କ ଭାଇ, ଆମେ ବିଗତ ବର୍ଷରେ କଣ କଣ ବିଫଳ ଆଉ ସଫଳ ହେଲା ତା ବାବଦେ କଥା ହେଉଛୁ । ତମ ମତରେ କଣ କଣ ବିଫଳ ହେଲା ଆଉ କଣ କଣ ସଫଳ ହେଲା? [14:15:02] ତାହା ବିଫଳ ହେବ, ଆମେ ବର୍ଷରେ ଥରେ ଗଲେ କିଏ ଲେଖିବ । ତାଙ୍କର ସୁବିଧା ଅସୁବିଧା କିଏ ବୁଝିବ । ତାଙ୍କର ଶିକ୍ଷକ ଯଦି ଫଲୋ କରନ୍ତେ ତାହେଲେ ହୁଅନ୍ତା । [14:15:06] aau bises kichi laguni but ame community build karibare v biphala hauche. institutional partnership re kebala Iimc hi biphala lagila mate [14:15:19] TOPIC discussion [14:16:55] ଭାଇ ଜୁହାର [14:17:11] ସେମିତି ଦେଖିବାକୁ ଗଲେ ବିଫଳତା କିଛି ନାହିଁ । [14:17:45] ଜୟ ଜଗନ୍ନାଥ [14:18:08] IIMC ଛଡା ଆଉ କୋ‍ଉ institution ଅଛି କି? [14:18:21] ଶୁଭ ସନ୍ଧ୍ୟା guguly bhai [14:18:29] ଶଶାଙ୍କ ଭାଇ, ନାଁ, ବିଫଳତା ନହେଲେ ବି କମ ସଫଳ କେଉଁ କେଉଁଟା କୁହ [14:18:42] ଶୁଭ ସନ୍ଧ୍ଯା ନାସିମ ଭାଇ [14:18:49] Ravi ( program director) nka thu janibaku paili je tamil wiki kichi conference na kari v agauchi , Telugu conference kariki agauchi then amaku majha majhi bata khojibaku haba [14:18:56] ନସିମ ଭାଇ, କିସ ଆଉ କିଟ [14:18:58] ଆଠ ଦଶ ଜଣଙ୍କୁ ଯାହାକିଛି ହେଉଛି , ବହୁତ ଭଲ ଉଦ୍ୟମ । [14:19:32] ଶୈଳେଶ, ଆଗେ ଆମେ ସଫଳତା ଆଉ ବିଫଳତା କଥା ସାରିଲା ପରେ ଆଗାମୀ ଯୋଜନା କଥା ଭାଷିବା :) [14:19:40] ଆଉଟରିଚ ମୋତେ ଠିକ ଲାଗୁନି । ଭୁବନେଶ୍ଵରରେ ଅନେକ ଅଛନ୍ତି, କିନ୍ତୁ ଫଳ କାହିଁ । ଲେଖିବାର ସ୍ପୃହା ମୋତେ ଦେଖାଯାଉନାହିଁ । ଉଇକିପାଠାଗାରରେ ଅନେକ ଏଭଳି ଲେଖୁଛନ୍ତି ଯେ ପ୍ରତି ଧାଡିରେ ୩ ରୁ ୪ ଭୁଲ [14:20:28] ^ ମୁଁ ପୂରା ସମ୍ମତ [14:20:29] ତାମିଲି ବାଲାଙ୍କ ସ୍ପୃହା ଅନନ୍ୟ [14:20:30] ବନାନ ଅଶୁଦ୍ଧି ହେଲେ ଅସୁବିଧା [14:20:33] Rahim good evening Jay Jagannath :) [14:22:14] ଆମର କର୍ମଶାଳା ମାଧ୍ୟମରେ ଅଧିକରୁ ଅଧିକ ଜନସଚେତନାର ଆବଶ୍ୟକତା ରହିଛି । [14:22:46] subas Sailesh_ NasimAli Guguly Dsasanka ସମସ୍ତେ ଟିକେ ଭାବନ୍ତୁ କଣ କଣ ଭଲ ଫଳ ଦେଲା ନାହିଁ । କେଉଁ କେଉଁଥିରେ ଆମେ ଖୁବ କମ ସଫଳ ହୋଇଛେ? [14:23:23] Sushanta ଭାଇ ଜୁହାର, ଆପଣ ନିଜ ପରିଚୟ ଦେବେ କି? [14:23:50] ମୁଁ ଭାବୁଛି ଲୋକ ଯାହା ବି ଆସୁଛନ୍ତି ସେମାନେ ଅଳ୍ପ କିଛି କାମ କଲା ପରେ ଇଚ୍ଛା ଆଉ ରହୁନି [14:23:54] ଆମେ ଏତେ ପିଲାଙ୍କୁ ଶିଖେଇଲେ, ତଥାପି ଫଳ ମିଲୁନି । ଗୋଟିଏ ବ୍ୟାଚରୁ ଦୁଇ ଜଣ ବି ବାହାରୁ ନାହାନ୍ତି । କଅଣ କରାଯିବ ? [14:24:50] Sushant bhai mo fb post ru asichanti mu badhe ei kei din tale tanka saha sanga heichi [14:25:14] ଖରା ଛୁଟି ଆସୁଛି, ବିଦ୍ୟାଳୟ ପ୍ରକଳ୍ପ ଆରମ୍ଭ କରାଯାଉ [14:25:36] ଆମେ ସମାଧାନ ବିଷୟରେ ଆଲୋଚନା କରିବା ଆଉ ଟିକେ ପରେ, ସମସ୍ତେ ଆଗେ କି କି ଜିନିଷରେ ଆମେ ବେଶି ସଫଳ ହୋଇପାରିନୁ ତାହା କହନ୍ତୁ [14:25:45] ପିଲା ଲୋକ ନୂଆ ନୂଆ ଜିନିଷ ପ୍ରତି ଆଗ୍ରହ ଦେଖେଇବେ [14:25:46] ବରଂ ଏଠି ଯେତେ ଅନୁଭବୀ ଅଛନ୍ତି ପ୍ରତ୍ୟେକଙ୍କୁ, ଯିଏ କେହି ନୂଆ ଆସିଲେ, କିଛି କିଛି assign କଲେ ଭଲ ହୁଅନ୍ତା [14:26:02] ଗୁଗୁଲି ଭାଇ, ଆଗେ ସଫଳତା-ବିଫଳତା ବିଷୟରେ କଥା ହେଇ କଣ କଣ ଆଗକୁ କରିବା ସେ ବାବଦରେ କଥା ହେବା [14:26:07] mu seta kevethu kahuchi school pilanku dhariba pai [14:26:36] ସଚେତନତା ନାହିଁ ଓ ଇଚ୍ଛା ବି ନ ଥିଲା ଭଳି ଲାଗୁଛି । [14:26:41] ଆମ ସଫଳତା ରେ ବିଫଳତା ଲୁଚିଯାଉଛି [14:26:50] ପଛକୁ ଫେରି ଦେଖିବା ଅର୍ଥ ବିଫଳତା ସବୁବେଳେ ମନକୁ ଦୁର୍ବଳ କରିବ । [14:26:50] Sailesh_ Guguly ଟିକେ ଏ ଆଲୋଚନାଟା ସରିଗଲେ ଆଗାମୀ ଯୋଜନା କଥା କଥା ହେବା [14:26:56] ଏତେ କମ ଲୋକ ରେ ଏତେ କିଛି କରିପାରୁଛୁ [14:27:18] ତଥାପି ବିଫଳତା ଆଡେଇ ହବନି [14:27:55] ବିଫଳତା ହଉଛି...ନୂଆ ଆଉ ଆଗ୍ରହୀ ଉଇକିଆଳି ସୃଷ୍ଟି ହେଇପାରୁନାହାନ୍ତି [14:28:06] ଶଶାଙ୍କ ଭାଇ, ପଛକୁ ଫେରି ନ ଦେଖିଲେ ଆଗକୁ ଏକା ଅସୁବିଧା ଆସିଲେ ସାମନା କେମିତି କରିବ? ବିଫଳତାରୁ ଶିଖିବା ସବୁଠୁ ଜରୁରୀ [14:28:12] ନୂଆ ନୂଆ ପ୍ରକଳ୍ପ ରେ ଲେଖା ପଛେଇଯାଉଛି [14:28:32] Biphalata HeLa last dui barsha HeLa Wiki re kmti lekha haba wiki kan ta bsyre kichi workshop heini [14:29:01] ଶୈଳେଶ ଠିକ କହିଲା [14:29:02] ଶୈଳେଶ, ତୁମେ ଆପାର୍ଟମେଣ୍ଟ ଲୋକଙ୍କୁ ଭେଟି ପାରୁନ, ପିଲାଙ୍କୁ କଅଣ ଶିଖେଇବା । ଏଥି ନିମନ୍ତେ ଯେଉଁ ସାମୁହିକ ଇଛ ଦରକାର ତାହା ନାହିଁ । କେମିତି ହେବ ଜଣାଯାଉନାହିଁ । [14:29:07] ଲେଖା ପଛେଇଯାଉଛି [14:30:22] Sir mate sabu dosa mundei dele habani [14:30:56] mora agaku padha v achi aau mu jete bele appartment ra idea deithili kehi khatir karinathile [14:31:00] ଆମେ ବିଫଳତା ପାଇଁ କାହାକୁ ଦାୟୀ ନ କଲେ ଭଲ, ସମସ୍ତେ ସ୍ୱେଚ୍ଛାସେବୀ । ତେଣୁ, ଯଦି ଜଣେ କାଲି ଲେଖୁଥିଲା ଆଜି ଲେଖୁନି ତାହେଲେ ଆମେ ତାକୁ ଜୋରକରି କହିପାରିବାନି । [14:31:34] sethire v mu mora bahut prachestha chaleichi wiki pai [14:32:10] ସଫଳତାର ମାପକାଠି କଅଣ ? [14:32:12] ତେଣୁ, କଣ ପାଇଁ ପିଲାମାନେ ଅଧିକ ଦିନ ଧରି ଲେଖୁନାହାନ୍ତି ତା' ବିଷୟରେ ବେଶୀ ଚିନ୍ତିତ ନହୋଇ କଣ କଣ ଆମେ କରିବା ତା' ଆଉ ଟିକେ ପରେ ଆଲୋଚନା କରିବା । [14:32:20] ତାକୁ ପର୍ସନାଲି ଗାଳି ଦିଅନ୍ତୁନି [14:32:21] ଦଶଟା ପିଲା ଜନ୍ମକରି ଯଦି ଯତ୍ନ ନନେଇ ପାରିବ, ଏତେ ପିଲାର ପରିକଳ୍ପନା କରିବା ନିରର୍ଥକ । [14:33:25] ଶଶାଙ୍କ ଭାଇ, ତମ ମତରେ କଣ କଣ କମ ସଫଳ ହୋଇଛି? [14:33:26] ସଶାଙ୍କ ଠିକ କହୁଛନ୍ତି । [14:34:15] ବାକିମାନେ ନିଜ ନିଜ ମତ ରଖିଲେ, ତମେ ମତ ଦେଲେ ଆମେ କଣ କଣ ସଫଳତା ମିଳିଛି ତା' ବାବଦେ ଆଲୋଚିବା [14:34:35] Dsasanka ଭାଇ [14:42:48] ଆମ ବିଗତ ବର୍ଷ କାମର ବିଫଳତା ଓ ତହିଁରୁ ଶିକ୍ଷା, ସଫଳତା ଓ ଆଗାମୀ ଯୋଜନା [14:43:36] Sasanka bhai apana jadi Kalakara aau nirdesaka article mananku prefer karuchanti den mu kahibi ama wiki eve Ollywood pedia hei galani x| [14:45:13] ଶୈଳେଶ, ଶଶାଙ୍କ ଭାଇଙ୍କ କଥାର ଅର୍ଥ ହେଲା ଯେ ଆମେ କମ ଦକ୍ଷ ଲୋକଙ୍କୁ ଧରୁଛେ, ମୁଣ୍ଡିମାନଙ୍କୁ ଧରୁନେ । :) [14:47:34] Sipun Sailesh_ NasimAli Guguly Dsasanka ଭାଇମାନେ, କଣ କଣ ଶିକ୍ଷା ମିଳିଛି ଆମ ବିଫଳତାରୁ? [14:48:43] ଆମେ ଡାକିକି ଆଣିଲେ, ତେଲ ମାରି ଲେଖିବା ପାଇଁ କହିଲେ ସେମାନେ ଲେଖିବେ ନାହିଁ । ବା କିଛି ଦିନ ପରେ ଚାଲିଯିବେ । [14:48:49] nai sashanka bhai thik kahile [14:49:00] khali thare batei dele kama habani [14:49:14] gai jagila bhalia constant attention darkar [14:49:33] ଯଦି ଆଗ୍ରହୀ ବ୍ୟକ୍ତି ନିଜେ ଚେଷ୍ଟା କରିବେ ଆମେ କେବଳ କିଛି ସହଯୋଗ କରିବା ......... ସେମାନେ ପଡି ଉଠି ଶିଖନ୍ତୁ ..... ଭଲ ହେବ [14:49:45] ei dekhuna mu ete din hela kichi lekhi nathili, aji alochana haba boli interest asila gote lekhiba start karichi [14:49:47] Mora session expired hei jaithila [14:49:58] ନସିମ ଭାଇ, ମଞ୍ଜ କଥାଟେ କହିଲ :) ଆଜି ସମସ୍ତେ ବଢ଼ିଆ ବଢ଼ିଆ ଆଇଡ଼ିଆ ଦଉଛନ୍ତି :) [14:50:11] ଶୈଳେଶ, ଉଏଳକମ ବାକ :D [14:50:17] Badhia lahila nasim bhai [14:50:35] sei lagi kahuchi jie bi nua join karuchanti [14:50:43] gote mentor program bhali [14:51:05] Tame ama Ghar wapsi ra pratham udharana. [14:51:06] puruna wikiali kaha nku tanka lagi rahantu [14:51:15] *bahuda [14:51:38] kie sipun bhai :D [14:51:41] Haan thik Nasim Bhai [14:52:04] ଶିତିକଣ୍ଠ [14:52:22] apana v sehi kama ti karantu apana amara prathama mentor [14:53:27] acha ebe agami jojana katha tike katha haba [14:53:37] samaste nija nija idea share karantu [14:53:42] Agyaan bhai [14:54:08] Prathame apana kuhantu CIS ra Odia wiki pai agami jojana kana? [14:54:56] ତମେ ସମସ୍ତେ ଆଗେ କହିସାର, ମୁଁ ଏଯାଏ ବେଶି କିଛି ଯୋଜନା କରିନି [14:55:21] mo pakhe gote mast idea achi...jadi karyakari huanta na [14:55:37] are GSoC asuchi [14:55:44] Google Summer of Code [14:56:03] sethire jadi odia OCR ku include kara hei paranta [14:56:17] ya bsyre aau kichi kuhantu Nasim bhai [14:56:35] ବଢ଼ିଆ ଆଇଡ଼ିଆ, ହେଲେ କିଏ କରିବ ଆଉ କିଏ ଟେକନିକାଲ ମେଣ୍ଟରିଂ କରିବ? [14:56:42] oh badhia [14:57:42] priti bhai juhar [14:57:54] sailesh kemiti achha [14:58:07] samastanku namaskar [14:58:20] ame kichi karibani [14:58:42] apananka apekhyare bhai [14:58:54] hellohappy ଭାଇ, ଜୁହାର [14:58:55] ଡେରି ରେ ଉତ୍ତର ଦେଲି...ରୁମମେଟ କଥା ହଉଥିଲା...ଶୁଭ ଭାଇ.....ମୁଁ କହି ସାରିଛି ଆମ ସଂଖ୍ୟା ଅନୁସାରେ ସଫଳତା ଆଗରେ ବିଫଳତା ହାରମାନିଛି...ହେଲେ ବିଫଳତା କୁ ଆଡେଇ ହବନି...ବିଫଳତା ର ଶିକ୍ଷା ହଉଛି ଯୋଜନାର [14:59:02] khali [14:59:16] include hei gale engineering student mane karibe [14:59:23] au google tanku scholarship daba [14:59:53] hau mu engineering join kare eta karibi ;) :D [15:00:09] ଭଲ ଆଇଡ଼ିଆଟା, ଏଇଟା ମନ ଭିତରେ ରହିଲା । ପ୍ରିତି ଭାଇ, ତମ ମତରେ କଣ ସଫଳ ହୋଇଛି, କଣ ବିଫଳ ହେଇଛି ଆଉ କଣ କଣ ଶିକ୍ଷା ମିଳିଛି? [15:00:16] Han dipti bhai [15:00:24] ସବୁ ବିଶ୍ୱବିଦ୍ୟାଳୟ ର ଓଡିଆ ବିଭାଗ ଛାତ୍ର ଛାତ୍ରୀ ଙ୍କ ଥେସିସ ବିଷୟକୁ ଯୋଡି ହବନି? [15:00:26] କେତେ ମୁଦ୍ରା [15:00:37] ଶୈଳେଶ, ହା ହା । ନସିମ ଭାଇଙ୍କୁ ଦଣ୍ଡବତ କରି ଖୁସି କରି ରଖିଥ! [15:01:00] Haha :D [15:01:27] ଗୁଗୁଲି ଭାଇ, ସେମାନଙ୍କ ଲେଖାର ମାନ ଜାଣିବା କଷ୍ଟ ଆଉ ପ୍ରଫେସରଙ୍କ ଅଳିଆଗଦା (ଫାଇଲ) ଭିତରୁ ତାକୁ କାଢ଼ିବା ପାଇଁ କିଏ ଦଉଡ଼ିପାରିବ? [15:02:10] ବାକିମାନେ ଗୁଗୁଲି ଭାଇଙ୍କ ଆଇଡ଼ିଆ ବାବଦେ କଣ ଭାବୁଛନ୍ତି? [15:02:16] hahaha [15:02:18] ଅଳିଆଗଦା ଛାଡିଦିଅ....ବର୍ତ୍ତମାନ ଯେଉଁମାନେ ଲାଗିଛନ୍ତି...କିଛି ତ ସଫ୍ଟକପି ରଖୁଥିବେ [15:03:15] han sata katha...oriwiki ra literature au culture department ta strong hei jiba [15:03:15] Thesis ta kana ? jeun Project bana jae seta? [15:04:29] Thesis mane janichi but odia student kara kan thesis? [15:04:31] ଠିକ ଅଛି, ଏଇଟାକୁ କାର୍ଯ୍ୟକାରୀ କରିବା ପାଇଁ କିଛି ଥେସିସ ଦେଖିପାରିବା । [15:04:40] ଆଉ କିଏ କଣ କଣ ଭାବୁଛନ୍ତି? [15:05:31] ଆମେ କିସରେ ଏ ବର୍ଷ ଓଡ଼ିଆ ଉଇକିପାଠାଗାର ପ୍ରକଳ୍ପରେ ବହି ଡିଜିଟାଇଜ କରିବା ବିଷୟରେ କଣ ଭାବୁଛନ୍ତି ସମସ୍ତେ? ଆର ବର୍ଷ ଭଳି [15:05:46] Jsahu ଜ୍ଞାନ ଭାଇଟି? [15:05:51] ସ୍ନାତକରେ ପ୍ରୋଜେକ୍ଟ (ପ୍ରକଳ୍ପ) କୁ ସ୍ନାତକୋତ୍ତରରେ ଆଉ ଆଉ ତାପରେ କସ କରି ଥେସିସ କହନ୍ତି ଶୈଳେଶ [15:06:16] ହଁ ଆଜ୍ଞା [15:06:28] ଲେଟ କମର [15:07:07] Kiss pila bhala lekhuchanti bahut bhala but tanka lekha jagibaku nua admin bana jau wiki source pai nahele puruna admin tike bhala se jagantu [15:07:32] ଆଉ ସ୍ନାତକ ମାନେ BA, BSc...ସ୍ନାତକୋତ୍ତର ମାନେ ମାଷ୍ଟର୍ସ [15:07:59] ଆଡ଼ମିନ କଣ କରିବେ? ସମସ୍ତେ ଲେଖା ସମ୍ପାଦନା କରି ସୁଧାରିପାରିବେ [15:08:01] କେହି ପୁରା ଆଲୋଚନାକୁ କପି କରି ରଖିଛନ୍ତି ? [15:08:43] acha bhai kiit pila kan involve hei chanti? [15:09:29] hele gote thara dekhile bahuta gudae bhul baharuchi (mu moadmin s entence pherai nauchi) [15:10:09] କିଟ ବା ବାକି ଇଞ୍ଜିନିଅରିଂ ପିଲା ଓଡ଼ିଆ ପାଇଁ ସେତେ ଆଗଭର ହେଉନାହାନ୍ତି । ଆମେ କିଟରେ ୨-୩ଟି କର୍ମଶାଳା କରିଥିଲୁ । ହେଲେ ଫଳ ନାହିଁ [15:11:12] ହଁ, କିସ ପିଲାଙ୍କ କଥା ଅଲଗା, ସେମାନଙ୍କ ମାତୃଭାଷା ଭିନ୍ନ ଆଉ ଓଡ଼ିଆ ତାଙ୍କ ଦ୍ୱିତୀୟ ଭାଷା । ତାଛଡ଼ା ସେମାନେ ନୂଆ ନୂଆ ଓଡ଼ିଆରେ ଲେଖୁଛନ୍ତି । ତେବେ ଆମେ ଆଗକୁ କରିବା ବାବଦରେ... [15:11:13] ...ମତ କଣ? [15:11:14] କେହି ପୁରା ଆଲୋଚନାକୁ କପି କରି ରଖିଛନ୍ତି ? [15:11:30] subhashish, copy karajauchhi ki ? [15:11:37] Ame Utkal. University ku institutional partner karipariba ki? [15:11:44] କେତେଟା ପିଲା ଆମର କହୁଛନ୍ତି ଏଇଟା ବୋଧେ ଇ-ବିଚ ଭଳି ସଂସ୍ଥା । ମାଗଣାରେ କିଏ କାହିଁ ଲେଖିବ :P [15:11:47] କାହାର ବନାନ ସୁଧାରିବା କର୍ମଶାଳା ମାଧ୍ୟମରେ ସମ୍ଭବ ନୁହେଁ । ତା' ପାଇଁ ଓଡ଼ିଆ କ୍ଲାସ ଲୋଡ଼ା :) [15:12:19] ସେମାନଙ୍କୁ ଆଡ଼ କରିଦିଅ, ସବୁ ଯେ ଲେଖିବେ ସେଇଟା ଭାବିବା ଭୁଲ । [15:12:24] last ku copy kari daba bhai [15:12:37] han engg bala nka interest nahi [15:12:37] ତାପାଇଁ ବର୍ଣ୍ଣବୋଧ ଲୋଡା [15:12:49] ପ୍ରିତି ଭାଇ, ସେମାନେ କେବଳ ଉଇକିପାଠାଗାରରେ ଲେଖୁଛନ୍ତି । ତେଣୁ କେବଳ ଟାଇପ କରୁଛନ୍ତି । [15:12:53] କିଟାଞ୍ଚଳ ବ୍ୟତୀତ ଆଉ କେଉଁଆଡେ ନଜର ପଡୁ [15:12:59] kintu mu bhabuchi +3 pila jahara odia subject achi semane interested hei paranti [15:13:07] time bi tankara thiba [15:13:07] mu IRC chat katha kahuchhi subhashis [15:13:14] eita archive kara jauchhi ta ! [15:13:23] haan seya thik nasim bhai [15:13:26] ଆମେ ସେଭଳି ଛୋଟ ଛୋଟ ବନାନ ପାଇଁ ଦୀର୍ଘ ଆଲୋଚନା ନକରି...... ସେମିତି ଛାଡିଦେଲେ ଚଳିବ । ମତାନ୍ତର ଅବିଳମ୍ବେ ମନନ୍ତରେ ରେ ପରିଣତ ହେଇଯାଉଛି [15:13:50] mu 15 min re asuchi [15:13:54] ଆପଣମାନେ ନିଜ ନିଜ ଆଇଡ଼ିଆ ଦିଅନ୍ତୁ । ଶୈଳେଶ, ତମେ ମୋତେ ଏତେ କଥା କହୁଥିଲ । ସେସବୁ ଏଠି କୁହ, ବାକିମାନେ ନିଜ ମତ ଦେବେ [15:13:54] ttyl [15:14:31] hellohappy :) mu nauchi log [15:14:35] ଓସିଆର କଥା ଯେଉଁ ନାସିମ ଭାଇ କହୁଥିଲେ... ଆଗରୁ ଜ୍ଞାନ ଭାଇ ସେଭଳି ଏକ ପ୍ରସ୍ତାବ ରଖିଥିଲେ [15:14:52] thik achhi. dhanyabad subhashis [15:15:14] +୩ ଆଉ ଗବେଷଣା ରେ ଥେସିସ କୁ ଧରିଲେ ଭଲ ହନ୍ତା [15:15:18] bhai keu katha tike hint mora Amnesia achi [15:15:30] subhashish tike wiki re paste karidia...mu tike padhinianti... [15:16:05] ଗବେଷଣା ଥେସିସ ବିଷୟ ବାହାରରୁ ହେଲେ ଗାଇଡ ରାଜି ହେବେନି [15:16:23] https://or.wikipedia.org/s/s8q [15:16:39] ଆରେ ତାଙ୍କରି ଥେସିସ ଉପରେ ହିଁ ଆମେ ବିଷୟ ଲେଖିବା [15:17:19] ହଉ, ଆଗେ ଆମେ ଏକଥା ଦେଖିବା ସେମାନେ କଲେଜ ବାହାରକୁ ଦବାକୁ ରାଜି ହେଉଛନ୍ତି କି ନାହିଁ । ଅଲଗା ଆଲୋଚନା ଆଡ଼କୁ ମୁହାଁଇବା [15:17:48] ଆମେ କି କି ଜିନିଷ ଉପରେ ବେଶି ଧ୍ୟାନ ଦେବା ସେ ବାବଦେ ଆପଣମାନେ ନିଜ ମତ ଦିଅନ୍ତୁ । [15:19:05] Eve samaya asilani mahila mananku odia wiki ku phula chandan dei dakiba pai barna ama halat v haryana bhalia heijiba initially telugu wiki bhalia kichi cash prize rakhi Tanku akostha kariba [15:19:34] :D [15:20:29] ଶୈଳେଶ ଏବେ ସତରେ ଦ୍ଵାଦଶ ସାରିଲା ଭଳିଆ କଥା କହିଲା [15:20:51] ଉଏଲକମ ଟୁ ଗ୍ରାଜୁଏସନ [15:21:10] dipti bhai bujhiparilini :D [15:21:32] କ୍ୟାସ ପ୍ରାଇଜ ପାଇଁ ମୋର ବଡ଼ ନାଁ, ହେଲେ ଆମେ ପଇସା ପତର ଏ ଭିତରକୁ ନ ଆଣି ଆଗେ ଆଗ୍ରହୀ ଲୋକଙ୍କୁ ଏକାଠି କରିବା । ଆମ ଉଇକିପାଠାଗାର ପ୍ରକଳ୍ପର ସବୁଠୁ ଅଧିକ ଯୋଗଦାନ ପଙ୍କଜମାଳା... [15:21:33] ...ଷଡ଼ଙ୍ଗୀଙ୍କର, ତେଣୁ ସେଭଳିଆ ନାରୀମାନଙ୍କୁ ଖୋଜି ପାଇବା ଆଉ ଆଣିବାଟା ମୁଣ୍ଡ ଭିତରେ ଥାଉ । ତାକୁ ନେଇ ବ୍ରାଣ୍ଡିଙ୍ଗ କରିବା ଲୋଡ଼ା ନାହିଁ ବୋଲି ମୋ ବ୍ୟକ୍ତଗତ ମତ । [15:21:47] ପିଲା ଦିନ ସରିଲା ତୋର [15:22:33] odia Wii [15:22:45] ଷଡ଼ଙ୍ଗୀଙ୍କର କିଏ? [15:22:50] wiki re eve jae kehi nari achanti? [15:23:01] ଶ୍ଵେତା ଅପା [15:23:20] ସେ ତ ଏବେ ସକ୍ରିୟ ନାହାନ୍ତି । [15:23:22] sweta apa kiye? [15:23:25] haan twnxxy twnxxy belee bele lekhanti [15:23:43] ଓହୋ ବୁଝିଗଲି [15:23:49] ପଙ୍କଜମାଳା ଷଡ଼ଙ୍ଗୀ: https://or.wikisource.org/wiki/%E0%AC%AC%E0%AC%BF%E0%AC%B6%E0%AD%87%E0%AC%B7:%E0%AC%85%E0%AC%AC%E0%AC%A6%E0%AC%BE%E0%AC%A8/Pmsarangi [15:24:13] Wikisource pai Housewife mane badhia kama kari paribe [15:24:24] ବୁଝିଗଲି....ଅଧା ବାକ୍ୟ ପଢୁଥିଲି [15:24:40] ହଉ, ସମସ୍ତେ ଟିକେ ନିଜ ନିଜ ମତ ଦିଅନ୍ତୁ କି କି କାମ ଏ ବର୍ଷ ହାତକୁ ନେଲେ ଭଲ ହେବ [15:25:35] ଶୈଳେଶ କମ୍ପୁଟର ଜାଣିଥିବା ଅଧିକ ଓଡିଆ ଗୃହିଣୀ ସବୁ ବାଙ୍ଗାଲୋର ଭଳିଆ ଜାଗାରେ [15:26:12] ଜନ୍ମଦିନ ପାଳନ କୀଟ ଭିନ୍ନ ଅନ୍ୟ ବିଶ୍ଵବିଦ୍ୟାଳୟରେ ହେଉ । [15:26:12] Tanku kidnap karibaku padiba ebe 😂😂;) subha bhai support karibe [15:26:32] ha ha [15:27:00] ପ୍ରଚାର ପତ୍ର ଇଂରାଜୀରେ ଲେଖାଯାଉ [15:27:01] ଶିତି, ପଏଣ୍ଟ ଟୁ ବି ନୋଟେଡ଼ । ଆଉ କଣ କଣ କଲେ ଭଲ ହେବ? [15:27:29] ଇଂରାଜୀ ସହ ଓଡ଼ିଆ ବି ରହୁ [15:27:39] ହଉ [15:27:49] Prathame Kiit ra jeunthi IIMC pilanka saha bheta heithila sethi Utkal. diwas re Odia wiki training cum workshop cum new User registration jadi karipariba [15:28:34] 2 barsha pare jainki workshop haba [15:29:06] ଛୋଟ ଆଲୋଚନା - ଅଳ୍ପ ବୟସର ଓଡ଼ିଆ ଲେଖକଙ୍କ ସହ । [15:29:30] ha [15:29:35] han [15:29:38] h [15:30:16] back [15:30:28] ଛୋଟ ଆଉ ବଡ଼ ପ୍ରକଳ୍ପ କଥା ଟିକେ କଥା ହେବା । ସୁବାସ ସାର ଚିକିତ୍ସା ବିଜ୍ଞାନ ଉପରେ, IISC ବେଙ୍ଗାଳୁରୁର ପିଲେ କିଛି ବିଜ୍ଞାନ ବିଷୟରେ, ଶୈଳେନ ବାବୁ ସାମାଜିକ ବିଜ୍ଞାନ ଉପରେ ଲେଖୁଛନ୍ [15:30:30] ତି । ଏମିତି କିଛି ଆଇଡ଼ିଆ ଅଛି କି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ? [15:30:36] are se odias on facebook group re odia gruhini mane achanti [15:30:48] london delhi bangalore adi ru [15:30:50] bes smart [15:30:56] semane kari paribe [15:31:43] oh badhia gote gote dharaNTU personal coaching dia jau [15:32:08] seya mu ta kahuthili [15:32:22] ତାଙ୍କ ପାଇଁ କିଛି ଭଲ ଟପିକ ଆଉ ତାଙ୍କ ସାଙ୍ଗେ ଲାଗିବାକୁ ପଡ଼ିବ । ମାନେ କଣ୍ଟିନିଅସ ଏନଗେଜମେଣ୍ଟ । ମୁଁ କିଛି ମାତ୍ରାରେ କରିପାରୁଛି, ହେଲେ ଜଣ ଜଣକା ଏ କାମ ପାଇଁ ଟିକେ ସମୟ ଅଧିକା [15:32:24] ଦବାକୁ ପଡ଼େ । କିଏ ନିୟମିତ ଏତେ ସମୟ ଦେଇପାରିବ କି? [15:32:39] personal coaching ଜମାରୁ ଭଲ ଆଇଡିଆ ଲାଗୁନି । [15:33:16] ଅବଶ୍ୟ ସମସ୍ତଙ୍କ କଥା ଏକା ନୁହେଁ [15:33:42] Hi [15:33:46] ଶିତି ଭାଇ ରାଉରକେଲା ଏନ ଆଇ ଟି ରେ ମୋର ସାଙ୍ଗ ସୌମ୍ୟ ପି ଏଚ ଡି କରୁଛି, ଇଲେକଟ୍ରିକାଲ ଡିପାର୍ଟମେନ୍ଟ ରେ [15:33:54] Bhai gote topic re jananku engage kariba pai mu sahamata nuhan [15:34:05] ଧର ତାକୁ, ସେ ଜାଣିଛି ଉଇକିପିଡିଆ ବାବଦରେ [15:34:07] pabitra ଜୁହାର ଆଜ୍ଞା :) [15:34:17] hey pabitra [15:34:23] ନା ଆମେ ଖାଲି advertise କରିବା ଯଦି କେହି interested thibe ତ automatic ଆସିବେ [15:34:25] Hello all [15:34:58] ଜ୍ଞାନ ଭାଇ ଠିକ କହିଲେ । ଆମେ ଖାଲି ଆଡଭରଟାଇଜ କରିବା [15:35:07] ଯାହାର ଆଗ୍ରହ ଥିବ ସେ ଆସିବ [15:35:12] (y) [15:35:14] ପବିତ୍ର ଭାଇ, ଆମେ ଉଇକିପିଡ଼ିଆ ଆଉ ଉଇକିପାଠାଗାର ପାଇଁ ନୂଆ ନୂଆ ଆଇଡ଼ିଆ ଏକାଠି କରୁଛୁ । ତମ ମତ ଦିଅ । [15:35:25] ପବିତ୍ର ଭାଇ ନମସ୍କାର [15:35:36] product thile advertise kara jae bhai [15:35:46] ama product ebe kancha mati bhalia [15:35:58] loka nku patei ki nei ki asibaku haba [15:35:59] ଗତ ବର୍ଷମାନଙ୍କରେ ଦେଖାଯାଇଛି କେବଳ ନିଜ ଇଚ୍ଛାରେ ଯେଉଁମାନେ ଆସୁଛନ୍ତି ସେମାନେ active ରହୁଛନ୍ତି [15:36:45] ଗୁଗୁଲି ଭାଇ ମୋର ଏତେ ବାଟ କିଏ ଯିବ । ପରେ କଥା ହେବ ସେ ବାବଦରେ । :) [15:36:48] thik kahile bhai [15:37:31] advertisement foe what? to get new users? [15:37:47] ତମେ ରାଉରକେଲା ଏନ ଆଇ ଟି ରେ ଏମଟେକ କରୁଛ ପରା? [15:38:11] ଆରେ ଭାଇ product କଣ ମନକୁ ହେବ ଯେତିକି ଅଛି ସେତିକି ଦେଖେଇବାକୁ ପଡିବ ବଢେଇ ଚଢେଇ ? ସେମାନେ ଆସିଲେ ଲେଖିଲେ ସିନା ହେବ ଆଉ ଖାଲି ଯଦି ଦେଖିକି ପଳେଇବେ ଲାଭ କଣ ହେବ ଯେ [15:38:47] ପବିତ୍ର ଭାଇ, ଓଡ଼ିଆରେ ଲେଖିପାରିଲେ ଭଲ ହେବ । ସମସ୍ତେ ଫେସବୁକରେ, ନିଜ ଚିହ୍ନା ଜଣାରେ ଓଡ଼ିଆ ଉଇକିପିଡ଼ିଆ ବାବଦରେ ଜଣେଇବା କଥା କଥା ହେଉଛନ୍ତି । [15:39:05] ନୂଆ ଲୋକ ମାନଙ୍କୁ engage କରେଇବା ପାଇଁ କିଛି idea ଦିଅନ୍ତୁ [15:40:03] @Guguly ନା [15:40:14] ମୁଁ ଭାବୁଛି ଶୈଲେଶ କହିବା ହିସାବରେ editathon ଭଲ impact ପକେଇପାରେ [15:40:44] han emiti majhire majhire contest bhalia kichi kale huanta [15:40:59] abasya monetary prize nai [15:41:07] ହଁ, ପ୍ରତିଯୋଗୀତା, ଏଡ଼ିଟାଥନ ଭଲ ପ୍ରସ୍ତାବ [15:41:09] ଅଫଲାଇନ ଅପେକ୍ଷା ଅନଲାଇନ connectionକୁ ଅଧିକ ଗୁରୁତ୍ଵ ଦିଆଯାଉ [15:41:18] (y) [15:41:44] mora views je advertisement karki contributor na badhe pare, but user badhibe. odia wikipedia ra views kete asuchi ki. mo mata re jedi views badhila den contributors bhi badhebi. [15:42:42] bhala idea [15:42:43] Kerala ki south re contributors manaku kemiti mobilze kara hauchi? [15:42:54] 5.3 lakha pakhapakhi hauchi masaku [15:43:33] semananka community adhika dina dhari active achi, au alaga alaga online contest, project chalichi [15:44:27] april 1st pain kichi plan achi [15:44:34] kahara? sorry mora session out he jaithila [15:45:08] ମୁଁ ୩-୪ଟା ଜିନିଷ ଭାବୁଥିଲି, ତେବେ ବାକିମାନେ ଆଉ କିଛି ପ୍ରକଳ୍ପ ବାବଦେ କହିବେ ଯଦି ଆଗେ କହନ୍ତୁ । ସରିଲେ ମୁଁ କହିବି [15:45:21] @sailesh, other regional wikipedia like kerala [15:45:39] ଜନ୍ମଦିନ ପାଇଁ ଆଲୋଚନା ଆରମ୍ଭ ହେଉ । ଆଉ ମାତ୍ର ମାସେ ରହିଲା [15:45:41] Mora kichi suniki age mata diantu [15:45:57] kuha sailesh [15:46:09] 1. Wiki takes Bhubaneswar (prachar pai) [15:46:30] 2. Online article writing competition (prachar pai) [15:47:07] 3. Odia wiki workshop im schools where odia is compulsory upto 10th [15:47:19] (users pai) [15:47:51] disconnect hei jai thila [15:47:59] 4. Nua puruna odia re thiba wikiali NLA masa ku thare bheta [15:48:28] 5. Lokanku common topic article ru bahar kariba [15:48:58] ବଢ଼ିଆ ଆଇଡ଼ିଆ ଶୈଳେଶ । ମୁଁ ସବୁଗୁଡ଼ାକ ଟିପି ରଖିଲି । [15:49:10] 6. Bibhina background ru Users aniba (eyi sabu pai mu nije prachesta karibaku raji) [15:49:12] (y) [15:49:20] ୫ ନମ୍ବରଟା ଟିକେ ବୁଝେଇକି କୁହ । [15:50:13] Jemiti apana kahile ki Lokanku gote topic re bandhi rakhiba pai semti na kari ame Tanku kichi alga re engage kari pariba [15:51:13] 6. Atleast gote barsha pai nua wikiali jiye 3ti article bhaala lekhuchi taku india chapter ku request kari utsahita kariba [15:51:39] school students sangre school teachers ku bhi mobilize kara jai pariba ki [15:52:16] (y) [15:52:23] ଏମିତି ନମ୍ବର କରି କହିବାରୁ ବଢ଼ିଆ ଲାଗୁଛି । [15:53:01] 7. Mu bhabuchi Wikiali mananku sange sange goodies dei dele se chadi deuchanti, So Ravi jmti mo sange karile je 1000edit hele jae Tshirt debe se bhalia prathame wiki goodies ra mana bujheiba aau ebhalia kichi program kariba [15:53:36] ତେବେ କେଉଁ ସ୍କୁଲ? ସ୍କୁଲ ପିଲାଙ୍କୁ ଉଇକିପିଡ଼ିଆ ଅପେକ୍ଷା ଉଇକିପାଠାଗାର କି ଉଇକିଅଭିଧାନ ସଙ୍ଗେ ଆଗେ ପରିଚିତ କରାଯାଇପାରେ । ଆଜିକାଲି ପିଲାଙ୍କ ଓଡ଼ିଆ ପୂରା ଦେଢ଼ିଆ, ଅଧିକ... [15:53:37] ...ଆଶାବାଦୀ ହେବା କଥା ନୁହେଁ ପିଲାଙ୍କ ଉପରେ । [15:54:09] Sailesh, saheru sahe sata [15:54:21] 8. Southern aau South west Odisha ku tike madiba aau tank culture festival popular person samastanku jodiba [15:55:02] hmm mast idea guda dauchi [15:55:19] toka amara thesis lekhi daba :D [15:55:43] haan school students thu teachers kichi identify kari haba ki [15:56:11] Bhai aji kali pilanku show off kariba bhala lage mu jetebele mora ist wiki tshirt pai thili Week re 3 thara tuition pindhi jauthili xd [15:56:11] xd [15:56:24] ହଁ :) [15:56:25] ତେବେ କେଉଁ ସ୍କୁଲ କଥା କହୁଥିଲ ଶୈଳେଶ? ଭୁବନେଶ୍ୱର ଭିତରେ ନାଁ ବାହାରେ? ତାଙ୍କ ସ୍କୁଲରେ ଇଣ୍ଟରନେଟ ଅଛି କି? [15:56:28] salishesh pain *clap* *clap* [15:56:47] ତାଳି ତାଳି :) [15:57:39] Bhubaneswar bhitare specially Mothers and all davs and Sai [15:58:18] _||_ _||_ [15:58:24] Then Master stroke eta kariba jae ei sabu school ku nei wiki ccompetition kariba :P jie jitiba wiki goodies [15:58:27] english medium pila karibe ti? [15:58:35] bahut gude odia govt high school re enough number of computers achi. Projector re padhaebara bebastha madhya achi.. internet biseyere mun sure nuhen but offline infrastructre achi... Nayagarh district around 110 high school re emiti facility achi [15:58:49] ହେଉ ତାହେଲେ । ତମର ଆଉ କିଛି ପଏଣ୍ଟ ରହିଲା ଯଦି କୁହ । ବାକିମାନେ ନିଜ ମତ ଦିଅନ୍ତୁ । [15:58:51] Government school re v kariba [15:59:08] ହଁ ନୟାଗଡ ରେ ଶିକ୍ଷା ବ୍ୟବସ୍ଥା ଟିକେ ଭଲ [15:59:17] ମୁଁ ଉଇକିମିଡ଼ିଆ ଇଣ୍ଡିଆରୁ ରବି [15:59:37] wow Ravi awesome :P [16:00:11] i was sharing my experience about that tshirt with all :D [16:00:13] ravidreams ଓଳଗି ସାଆନ୍ତେ :) (hello sir) :D [16:00:24] Hi all, with that greeting in Odia allow me to speak in English please :) [16:00:37] subha: Thanks for the translation :) [16:00:58] ravidreams mention not! :D [16:01:09] Sorry, I couldn't join early. But just wanted to come and wish you for whatever you are discussing :) [16:01:19] mote eyi chat re thiba bhai manaka biseyere besi jana nahin but mun sure je ahuri bahut sara loka thibe jou mane odia bhasa pain kama karibaku intrested thibe. Semane kintu internet ba tara usability thu banchita.. emiti gap ku fill kara jai pariba ki [16:02:02] Sailesh: Did you complete the 1000+ edits :) [16:02:11] There would many people who would be intrested to work for Odia Language but they are unaware about internet and usability of it. So how can we bridge that gap and make them involved [16:03:24] Ravi: Going on :P but i swear i will complete it by 7th [16:03:38] Sailesh: That's the spirit [16:03:44] While I was in Kerala, FOSS, free and open source software groups were very active. This works in creating a ecospace where value of wikipedia and free information is realized. I see a absence of those things in Odisha. [16:03:55] Pabitra: Yes' We can :) [16:04:02] pabitra: Print media articles are the best way to bring such people [16:04:06] ପବିତ୍ର ଭାଇ, ମୋଦି ପାଖେ ବି ଏ ଉତ୍ତର ନଥିବ :) ଆମେ ବଡ଼ ବଡ଼ ଅସୁବିଧା ଛାଡ଼ି ନିର୍ଦ୍ଦିଷ୍ଟ ଅସୁବିଧା ଆଉ ତା' ସମାଧାନ ଉପରେ ଆଖିପକେଇପାରିବା । କାରଣ ବଡ଼ ଅସୁବିଧାସବୁ ସମାଧାନ... [16:04:08] ...ପାଇଁ ଆମ ପାଖେ ବେଶି ସମ୍ବଳ ବା ବାଟ ବା ଲୋକ ନାହାନ୍ତି । [16:04:09] Worked in Malayalam Wikipedia [16:04:19] ravidreams (y) [16:04:43] Thanks Ravi And Thanks to Chapter for inspiring me again to wiki :) [16:04:59] it worked for us as well thrice. May be we need more [16:05:03] Thanks to TTT for making the connections :) [16:05:17] :) [16:05:18] I am kind of feeling not sure if I am disturbing the flow of conversation here [16:05:26] Please go ahead discussing in Odia [16:05:27] Yeah TTT and CIS too :) [16:05:42] I will be happy to provide my 2 cents when specifically addressed to me [16:05:44] Aadie ଆଦିତ୍ୟ ଭାଇ, ଯା ହେଉ ଆସିଗଲ [16:06:10] ravidreams sure, you could hang around and share your ideas :) [16:06:29] Suggest us something Ravi :) Odia Wiki needs Chapters suggestions [16:06:40] pabitra: Yes, it is a challenge if there is no eco system. Odia Wiki community has theadded responsibility to initiate that. [16:06:43] ଭାଇମାନେ ମୁଁ କିଛି ଲେଖିକି ରଖିଛି, ସେଆର କରିବି ନାଁ ଆପଣମାନେ କିଛି ଆଇଡ଼ିଆ ଦେବା ବାକି ରହିଲା? [16:06:57] Not only FOSS movements, even talking and writing in Odia in Social media can help [16:07:12] How we can grow with chapter? [16:07:19] Companies like Google take their decisions based on usage of native languages online [16:07:43] Aditya bhainka idea drkar [16:08:11] se sedina kichi kahuthile ju Users asiki palauchanti [16:08:17] Sailesh: Let me invite Odia community on behalf of chapter for a IRC chat with Indian community later [16:08:41] I would like to see the real agenda for this IRC already set by Odia community to progress now [16:10:04] ravidreams it was 1) discussing about what worked and what didn't, 2) identifying problems, 3) learning, 4) plans for future (dropping existing projects, more focus on certain things, new projects, etc.) [16:10:28] now we are gathering ideas (4th one) [16:10:48] Thanks for the context [16:10:49] @subhashis tama idea dia ebe [16:12:06] ୧) ଥିମ ପ୍ରକଳ୍ପ (ଯଥା: ଚିକିତ୍ସା ବିଜ୍ଞାନ, ବିଜ୍ଞାନ ପ୍ରକଳ୍ପ): ଏଥିରେ ଜଣେ କି କେଇ ଜଣ ମୁଖିଆ ବାକିମାନଙ୍କ ସହ ମିଶି ଏକ ନିର୍ଦ୍ଦିଷ୍ଟ ବିଷୟରେ ପ୍ରସଙ୍ଗ ଲେଖିବେ, ଅନୁବାଦ କରିବେ ଆ [16:12:07] ଉ ଅଧିକ ଲୋକଙ୍କୁ ଆଣିବେ [16:12:09] ୨) ଅନଲାଇନ କ୍ୟାମ୍ପେନ: ଫେସବୁକରେ ଫଟୋ ଦେଲେ ଲୋକେ ଅଧିକ ଉତ୍ତର ଦେଉଛନ୍ତି । ଗୋଟେ ଫଟୋ ଦେଇ କିଛି ଆଲୋଚନା ମାଧ୍ୟମରେ ଆଗ୍ରହୀ ଲୋକଙ୍କୁ ଟାଣିବା [16:12:10] ୩) ୨-୩ ଟି ଅନୁଷ୍ଠାନରେ ଅଧିକ ଦିନ ଧରି ଏକାଧିକ କର୍ମଶାଳା ମାଧ୍ୟମରେ ଛାତ୍ରଙ୍କୁ ଉଇକି-ଶିକ୍ଷାଦାନ [16:12:12] ୪) ଅଧିକ ଜଣାଶୁଣା ଲେଖକଙ୍କ ବହି ଉଇକିପାଠାଗାରରେ ଆଣିବା [16:14:01] sabu bindu re tama saha ekamata subhashish [16:14:18] Aditya kichhi kahiba ! [16:14:20] Mast (y) [16:14:31] ଖରା ଛୁଟି ଆସୁଛି [16:14:42] ସେତେବେଳେ କଲେ ଭଲ ହବ [16:14:43] mu padhuthili upara alochana [16:15:00] Subha bhai 3ta tike deflict karuchi [16:15:14] ୫) କେବଳ ନୂଆ ବହି ନୁହେଁ, ପୁରୁଣା ବହି ସାଉଁଟି ତାକୁ ଡିଜିଟାଲକରଣ କରିବା [16:15:15] ୬) ୧-୨ IEG ଗ୍ରାଣ୍ଟ ଆଣି ସେଥିରେ କିଛି ପ୍ରକଳ୍ପ କରିବା (ଓଡ଼ିଶାର ବିରଳ ପୋଥିସଂଗ୍ରହ ଓ ଡିଜିଟାଲକରଣ, ଏକ ମିଉଜିଅମ ବା ଅଭିଲେଖ ଥିବା ଅନୁଷ୍ଠାନରେ ଅଧିକ ଦିନ ଧରି ଏକ ପ୍ରକଳ୍ପ ଜରିଆର�� [16:15:17] � ନୂଆ ବହି, ଦଲିଲ ଆଦିର ଡିଜିଟାଲକରଣ) [16:16:24] ଶୈଳେଶ, ସେଥିରେ ସମୟ କିଛି ଅଧିକ ଯିବ । ଯଦି ଭୁବନେଶ୍ୱର/IIMCରେ କରିବା ତାହେଲେ ସମ୍ଭବ । ଆଉ କେଉଁଠି ସମ୍ଭବ ହେବା ଲାଗୁନି ଏବେ ପରିସ୍ଥିତିରେ । [16:16:27] ଆଦିତ୍ୟ ଭାଇ, ମଉନ କିଆଁ? [16:17:14] 6. ta bsyre tike bhala se bujhantu kana kari haba IEG kana mu janichi but digitisation ku mana ra? [16:17:24] alochana log dekhuthili [16:17:45] Hello Amrit please introduce yourself :) [16:19:56] ଧର ଓଡ଼ିଶାରେ କେତେକ ଅଞ୍ଚଳରେ ୧୨-୧୯ ଶତକର ପୋଥି ଧୀରେ ଧୀରେ ଲୋପ ପାଇଯାଉଛି । ତାକୁ ଖୋଜି, ଫଟୋ ଉଠାଇ କମନ୍ସରେ ଅପଲୋଡ଼ କରିବା କାମଟେ ୪-୮ ମାସ ଲାଗିବ । ଆଉ ଜଣେ ପୂରା ସମୟ ଏ କାମ... [16:19:57] ...କରିବା ପାଇଁ କିଛି ସମ୍ବଳ ନେଇ ଏ କାମଟି କରିପାରିବ । [16:20:26] 3 no. point ta kebala apana asile hi sambhava hauchi jadi sethare apananka saha coordinate kariba [16:21:18] Okay mu interested sethi pai mora April aau may exam june july august pura free august ru new college so mu kari paribi if community approves. [16:21:40] (y) [16:22:18] " ଅଧିକ ଜଣାଶୁଣା ଲେଖକଙ୍କ ବହି ଉଇକିପାଠାଗାରରେ ଆଣିବା"- ଏଥିପାଇଁ ଉପାୟ କଣ ? [16:22:40] କିମ୍ବା, ଓଡ଼ିଶାର ଗାଁ ଗଣ୍ଡାରେ ଅନେକ ଓଡ଼ିଆ ଚଳଣିର ଅଭିନ୍ନ ଅଙ୍ଗ ଥିବା ଜିନିଷର (ତନ୍ତବୁଣା, ପାଚିଆ/ଝୁଡ଼ି ବୁଣା, ବେତ/ବାଉଁଶ କାମ, ଝାମୁଯାତ, ସାହିଯାତ, ଦୋଳମେଳଣ, ଓ ଅନେକ ପର୍ବପର୍ [16:22:42] ବାଣୀ ବାବଦରେ ବିଶଦ ଲେଖା ଓ ଭିଜୁଆଲ ଡକୁମେଣ୍ଟେସନ [16:23:15] ଆଦିତ୍ୟ ଭାଇ, ତାଙ୍କ ସଙ୍ଗେ ଭଲ ସମ୍ବନ୍ଧ ସ୍ଥାପନ କରି ତାଙ୍କୁ ବୁଝାଇ ବହି CC-by-SA ଲାଇସେନ୍ସକରଣ କରିବା । [16:23:51] ଏ କାମଟି ମୋତେ କରିବାକୁ ହେବ । ତେବେ ଯଦି ଆପଣଙ୍କ ଭିତରୁ କାହାର ଜଣାଶୁଣା ଲେଖକଙ୍କ ସହ ଯୋଗାଯୋଗ ଥାଏ ତା' କାମରେ ଆସିବ । [16:23:55] Mo pakhe Camera khali nahin jadi Camera pai grant milijiba mu nija kharcha re pura sabu karidebi. Hele eta possible nuhan badhe :( [16:24:41] ଶୈଳେଶ, ହଁ । କିନ୍ତୁ ମୁଁ କିଛି ପ୍ରାରମ୍ଭିକ ଟ୍ରେନିଙ୍ଗ ପାଇଁ ଆସିପାରିବି । ଆସି ଅଧିକ ଦିନ ରହିବାଟା ଟିକେ ଅଡ଼ୁଆ । [16:25:33] ଶୈଳେଶ, ତମେ ସବୁଥିରେ ହାତ ମାରିବ କାହିଁକି? :) ଗୋଟେ କି ଯୋଡ଼େ ଜିନିଷରେ ଯୋଡ଼ି ହୁଅ । ତମ ପଢ଼ା ଅଛି, ତା ସଙ୍ଗେ ଏତେ ବୁଲାବୁଲି ସବୁ ସମ୍ଭବ? [16:25:39] Bhala se tike khali bujhantu bujhi helani [16:26:41] haansambhaba [16:26:59] bujhili [16:27:23] ଶୈଳେଶ, ମୋ କହିବା କଥା ହେଲା ତମେ ସବୁଗୁଡ଼ାକ ପ୍ରକଳ୍ପରେ ଯୋଡ଼ି ହେବା ସମ୍ଭବ ହେବନି । ତମେ ଯଦି ASI ଆଉ ଆଦିବାସୀ ମିଉଜିଅମ କାମଟା ହାତକୁ ନେଉଛ ସେଥିରେ ଅନେକ ସମୟ ଯିବ । ତେଣୁ ସବୁ... [16:27:24] ...ଜିନିଷରେ ହାତ ନମାରି ଯେଉଁସବୁ ତମେ ଆରମ୍ଭ କରିଛ ତା' ଉପରେ ଫୋକସ କର [16:28:35] ଅନେକ ବେଳ ହେଲାଣି ମୁଁ ବକର ବକର ହେଉଛି ସମସ୍ତେ ଏବେ କହନ୍ତୁ [16:28:37] bhaimane 10ta bajiba. Aau kichhi nua jojana kaha manare achi jadi kuhantu [16:28:43] Okay :) but mate sethiru camera milibani haha :P (majak karuthili) [16:29:07] results kuhantu time up :P [16:29:13] ମୁଁ ଏ ଯେଉଁ ୬ଟି ଜିନିଷ କହିଲି ତା' ଭିତରୁ କିଛି ଅଖାଡ଼ୁଆ ଲାଗୁଛି? କରି ହେବ ଏସବୁ? [16:29:53] sabu sambhaba subhashish [16:30:06] :) [16:30:12] Jou bhali kama ama bhaimane ejain kari asichhanti, asambhaba kichhi nuha [16:30:31] Jsahu Sipn Guguly ମଉନ ସାରମାନେ ଏବେ ଟିକେ ମୁହଁ ଖୋଲନ୍ତୁ [16:30:58] ଖାଉଛି [16:31:11] ପ୍ରିତି ଭାଇ, ତମେ ଏଯାଏ ମୁହାଁ ମୁହିଁ ଦେଖା ନ ଦେଇ ଏତେ ପ୍ରେରଣା ଦେଇଚାଲିଛ, ଏ କଣ କମ? [16:31:17] bhai parcel kara :P [16:31:42] tebe mote laguchhi ame wikiabhidhana o pathagarare bahut bhala kama karichhe [16:31:54] ଶୈଳେଶ ପୂରା ଚଗଲା ହେଇଗଲ! [16:31:55] samastanku antarika dhanyabad [16:31:58] Priti bhainka kama HeLa se atleast gote wiki conference attend karantu [16:32:10] hellohappy sata katha [16:32:38] ତୁ ତ ଘରେ ଖାଉଛୁ, ଭାଗ୍ୟ ଭଲ। ତୁ ପାର୍ସଲ କରେ। ଏଠି ଅନ୍ୟ ହତରନ୍ଧା ଖାଇ ଖାଇ ସୁଆଦ କଣ ଭୁଲିଗଲିଣି [16:33:14] ହା ହା :D [16:34:02] ଗୁଗୁଲି ଭାଇ, ପ୍ରିତି ଭାଇ ସିଗନାଲ ଦେଇସାରିଲେଣି? ଆଉ କିଛି ନୂଆ/ଅଲଗା ବିଷୟ ଅଛି ନାଁ ସାରିବା ଆଜି ପାଇଁ? [16:34:03] mote lage,ame samaste prati saptahare gotie lekha lekhile bi wikipediara bhala unnati hei pariba [16:34:31] ସାରିଦିଅ [16:34:51] ପ୍ରିତି ଭାଇ, କସ କଥା ଗୋତେ କହିଛ । ସପ୍ତାହକୁ ଗୋଟେ ଲେଖା ଲେଖା ସମ୍ଭବ । ଆଉ ଦିନରେ ଟିକେ ଟିକେ ଯୋଡ଼ିଲେ ବି ହେବ । [16:35:07] ଆଜି ଅପ୍ରୀଜାଲ ଇଣ୍ଟରଭିଉ ଦେଇ ମୁଣ୍ଡ କାମ କରୁନି [16:35:10] ତମେ ହଁ କହିଲେ ସାରିବି ଗୁଗୁଲି [16:35:24] ସାରିଦି [16:35:26] ଅ [16:35:33] ଅଳ ଦି ବେସଟ :) [16:35:54] ହେଲେ ତମେ ପ୍ରିତି ଭାଇଙ୍କ କଥା ଅନୁସାରେ ସପ୍ତାହରେ ଗୋଟେ ଲେଖା ଲେଖିବ ତ? [16:36:25] ଭାଇମାନେ, ସାରିବା ଆଗରୁ ଗୋଟେ ଜରୁରୀ ବିଷୟ ପଚାରିଦିଏ । ସମସ୍ତେ ନିଜ ମତ ଖୋଲିକି କହିଲେ ଭଲ [16:36:27] ଛୋଟ ହଉ ପଛେ ଲେଖିବାକୁ ପଡିବ [16:37:20] ସିଆଇଏସ-ଏଟୁକେର କୌଣସି କାମ ବଦଳୁ ବୋଲି ଚାହୁଁଛନ୍ତି ନାଁ ଯେମିତି ଚାଲିଛି ସେମିତି ଚାଲିଥିବ? [16:37:58] ଗତ ବର୍ଷ ଯାହା ଯାହା ଏଟୁକେ ତରଫରୁ କରାଯାଇଥିଲା ସେଥିରେ କିଛି ବଦଳ ଲୋଡ଼ା କି? [16:38:01] Subha bhai Mate Viswa kahuthile je jadi Malayalam wiki aau Odia wiki misi gote kama. kari pariba ki ame prati saptha re gote randomly active user choose kari ta talk page re post kariba Odisha related kichi article malayalam aur Malayalam related article odia re semane kmti haba? [16:38:25] (y) [16:38:33] ସବୁ ଅଲଗା ଭାଷା ରାଜ୍ୟ ପାଇଁ ଗୋଟେ ରେପ୍ରେସେନ୍ତତିଭ ରଖ [16:38:37] bhala haba [16:38:53] Gorva bhai join karithante kariparileni meeting thila call karithile [16:38:59] ଗୁଗୁଲି, ସେଇଟା ଅସମ୍ଭବ :) [16:40:00] ତେବେ ସମସ୍ତେ ଟିକେ କହନ୍ତୁ ଏଟୁକେ କାମରେ କିଛି ବିଶେଷ ବଦଳ ଲୋଡ଼ା କି? [16:40:09] କମ ଲୋକ ରେ ଏତେ କାମ କେମିତି ହବ [16:40:33] କାରଣ ଆମେ ଏବେ ଆଗାମୀ କାମ ପାଇଁ ଯୋଜନା ତିଆରି କରିବା ଆରମ୍ଭ କରୁଛୁ । ବଦଳ ଲୋଡ଼ା ଥିଲେ ମୁଁ ସେଥିରେ ଉଲ୍ଲେଖ କରିବି । [16:40:58] ଜନସଂଖ୍ୟା ସହ କର୍ମଚାରୀ ବି ବଢାଅ [16:41:03] Mo bapa gote CT school re wiki pai appointment nei jaichanti [16:41:49] ଗୁଗୁଲି, ମୋ ହାତରେ ସେଇଟା ନାହିଁ, ତେଣୁ ଆଲୋଚନା କରି କି ଲାଭ? :) [16:41:52] @subhashish CIS-A2K bisayare mo'ra kichhi kahibara nahi, karana mu bisesh jani nahi. Tebe Odia wikipedia unnati pathare agaku badhichaliba. [16:41:58] Bhai Mate personally A2k ra kama Telugu pai bhala laguchi kintu odia pai nuhan :( [16:42:00] Jai Jagannath.. [16:42:00] ଶୈଳେଶ, (Y) [16:42:24] ଶୈଳେଶ, କଣ ପାଇଁ ଟିକେ କୁହ [16:44:13] Mu dekhili TTT re k [16:44:30] ବୁଝିପାରିଲିନି [16:44:54] Telugu pai bahut kchi hauchi but odia pai nai :( [16:45:30] ଟିଟିଟିରେ ୮ ଜଣ ତେଲୁଗୁରୁ ଥିଲେ, ୨ ଜଣ ଓଡ଼ିଆରୁ (ମୋତେ ମିଶେଇ) । ତେଣୁ ତାଙ୍କୁ ଆମ ସାଙ୍ଗେ ତୁଳନା କରି ଲାଭ ନାହିଁ । ସେମାନେ ୮-୯ ବର୍ଷ ହେଲାଣି ସକ୍ରିୟ, ଆମେ ଜମା ୪ ବର୍ଷ [16:46:24] A2K kan project karuchi ki? [16:46:39] ଏତେ ଦୁଃଖି ହେଲେ ହେବ? ଆମେ ବଢ଼ୁଛେ ଆମ ଗତିରେ, ବାକି କାହାଠୁ ଶିଖିବା ଭଲ, ହେଲେ ମନ ମାରିଲେ କି ଲାଭ? [16:46:42] oh thik :) sorry [16:46:50] https://meta.wikimedia.org/wiki/India_Access_To_Knowledge/Work_plan_July_2014_-_June_2015/Odia#Implementation_Plan [16:47:11] ସାଙ୍ଗ କର [16:47:18] ଏଇଟା ଗତ ବର୍ଷର, ଏ ବର୍ଷଟା ଆରମ୍ଭ ହେବ । [16:47:23] ନିଦ ଲାଗିଲାଣି [16:47:30] ଓଡ଼ିଆ ଉଇକିରେ ସବୁଠାରୁ ଲମ୍ବା irc ଆଲୋଚନା :) [16:47:38] ମରନିଙ୍ଗ ସିଫ୍ଟ ମୋର [16:47:49] 150 pila achanti se CT re ( school ju teacher training) [16:47:58] sarideba [16:48:05] ହଁ , ହଉ ତାହେଲେ । ପୁଣି ଭେଟ ହେବ । ମୁଁ ହୁଏ ତ ଏ ନିକଟରେ ଓଡ଼ିଶା ଆସିପାରେ । ଶୈଳେଶ, ତମେ ଯେଉଁ ମେଲ ପାଇଁ କହିଥିଲ ତାକୁ କାଲି ପଠେଇବି । [16:49:01] ମୁଁ ତମକୁ ଆମର କିଛି ଟୁଟୋରିଆଲ ଦେବି, ତାକୁ ପ୍ରିଣ୍ଟ କରି ସାଙ୍ଗରେ ଧରି ଯିବ । ଆଉ ସବୁ ପିଲାଙ୍କ ଇଉଜର ନେମ ଆଗୁଆ ତିଆରି କରିଥିବ । [16:49:24] 'ତାଙ୍କ ନାଁ, ଇମେଲ ଆଇଡ଼ି ମୋତେ ଦେଲେ ମୁଁ କରିଦେବି । [16:49:41] କାରଣ ସେଠି ୬ରୁ ଅଧିକ ଇଉଜରନେମ ତିଆରି କରିହବନି [16:49:58] ହଉ ସଭା ସାଙ୍ଗ କରିବା ତାହେଲେ, ଜୟ ଜଗନ୍ନାଥ! [16:50:04] ଶେଷରେ ଗୋଟିଏ କଥା କହିବି - ଶୈଲେଶର କଥା ସବୁ ଶୁଭ ଭାଇଙ୍କ ଭଳି ଶୁଣା ଯାଉଥିଲା [16:50:20] ha ha :D [16:50:23] ବୋଧେ ଭଲ କରି ଟିଉସନ ହେଇ ଆସିଛନ୍ତି :P [16:50:24] kana pain je? [16:50:28] ha ha ha [16:50:57] hahah [16:51:07] bhai pura mentoring karuchanti [16:51:08] ପରେ କହିବି - ଶୁଭରାତ୍ରି [16:51:15] ହା ହା [16:51:21] shubha ratri [16:51:23] mu log update kali, au kichi baki rahila jadi ogali pakaw :D [16:51:36] ଜୟ ଜଗନ୍ନାଥ [16:51:38] btw subha bhai aji gote font conversion praya sarila [16:51:43] ଜୟ କଳା [16:51:48] http://tinypic.com/view.php?pic=11v6693&s=8#.VPXNTi61c2A [16:52:31] coldbreeze16 (y) [16:52:33] ଶୁଭ ଭାଇ ସମୟ କାହିଁ - [16:52:42] ଆଇଆରସି ଲଗ ରେ [16:52:50] tama pain gote bhala jinisa sighra asiba [16:52:58] samaya asuni? [16:53:00] :( [16:53:00] କଣ ? [16:53:12] tama pain mane nasim bhainka pain [16:53:21] [22.21] ଏଗୁଡା [16:53:29] are subha bhai bada loka ame chota loka ( height re v position re v) [16:53:39] ha h aha [16:53:51] Sipn are kemiti asiba kichi bata achi? [16:54:01] Chatzillare asuni ki esabu? [16:54:13] ଆରେ ପୋଜିସନ କଥା ନୁହେଁ ମୁଁ ଷ୍ଟାଇଲ କଥା କହୁଥିଲି :D [16:54:23] ସାର ହେ [16:54:36] Mora samaya asuchi ta :P [16:54:41] ସବୁ କପି କରିଦିଅନ୍ତୁ - ctrl+a [16:54:54] ମୋର ତ ସେମିତି ଆସେ [16:55:04] ଆସୁଛି [16:55:08] ତୁମ ଆପୁଲୁ କଥା ଜାଣିନି [16:55:28] Dipti bhai ku eta punishment eta masa put od wiki rahithibaru :P [16:55:37] out of [16:55:38] ha ha, sata katha [16:55:51] ଆପୁଲୁ nuhe HP :p [16:56:04] Phone ta Apulu [16:56:15] ;) [16:56:38] Bhai jaha dscssn HeLa kchi fb re v post karantu [16:56:39] :) [16:56:44] kana asiba? copyright notice? :D [16:57:00] put od? [16:57:13] ତୁମେ କର - ଆଜିର ଆଲୋଚନାର ପରିଚାଳନା ତୁମେ କରିଛ :) [16:57:16] Dhanyawad Subha Ratri mora prathama IRC mate bahuta bhala lagila :) [16:57:18] ଓହୋ [16:58:03] ମତେ ଓଡିଶା ବାହାରକୁ ପଠେଇ କହୁଛ ଉଇକି ବାହାରକୁ ଚାଲିଗଲି [16:58:21] ତୋର କ୍ଯାମ୍ପସ ହଉ ଲୋ ପୁଅ ବାହାରେ [16:58:34] ଯେତେବେଳେ ନାମଟା ନବୁ ଜାଣିବୁ [16:58:37] :P [16:58:43] ନା ଫେରିଆସ ଶୀଘ୍ର - ସିସିଡ଼ି ଝୁରୁଛି [16:58:52] Bhai Ashirbaad daucha na abishaap :P [16:58:58] ହା ହା [16:58:59] he he [16:59:09] ଦୁଇଟା ଯାକ [16:59:09] haan aau bhauja v ;) [16:59:13] ଶୈଲେଶ ପରୀକ୍ଷା କେବେ ? [16:59:18] pabitra bhai bi aji IRC mohare :D [16:59:22] jaiki feriasile [16:59:33] :) [17:00:01] April ru ghare ajithu net laptop sabu band karithante mu khali IRC pai samaya magili [17:00:06] ଭାଉଜ ମହାନଦୀକୁ ଡେଇଁ ପଡିଲା [17:00:17] ଯାଅ ରେ ସବୁ [17:00:21] :D [17:01:00] pila parikhya band kari bhauja khojuchanti [17:01:59] ha ha ha [17:02:16] "ଆମ ସଫଳତା ରେ ବିଫଳତା ଲୁଚିଯାଉଛି" ya agara log kaha pakhe achi? [17:02:18] bye bye Nasim bhai Wiki re apananka article pai Apekhya rahila Germany bhalia article te lekhibe [17:02:29] (y) [17:02:52] ପର ନା ଆଗର [17:03:16] aau mora next duty mu sabu dstrct categorieskarideichi eve 6mas bhitare se sabuku stub ru bahar karibi [17:03:20] agara [17:03:26] mu lekhiba start kari delini [17:03:36] http://or.wikipedia.org/wiki/%E0%AC%85%E0%AC%A5%E0%AD%80%E0%AC%A8%E0%AC%BE [17:03:45] (y) sailesh au nasim tama dijananka pain tali tali :D [17:03:51] eita ara month bela ku mota sota hei jaithiba [17:04:09] _||_ [17:04:17] _||_ [17:04:18] _/\_ [17:04:53] Guguly bhai eta fu... ra symbol laguchi :P [17:04:55] he he [17:05:11] sailesh pura balunga heigala [17:05:34] ତୁ ନିରାଶାବାଦୀ ପିଲାଟା [17:05:59] hahaha [17:06:16] hei re +2 pass karu karu nashta hei gala :p [17:06:28] ଷଷ୍ଠ ରୁ ନଷ୍ଟ [17:06:44] ଗୁଗୁଲି ଭାଇଙ୍କ ପାଖରେ ଥିବ ସେ ଆଗରୁ ଅଛନ୍ତି [17:07:41] ସବୁ ଯାଅ ବେ...ତଣ୍ଟିଆ ଟା କୁଆଡେ ଗଲା? [17:07:52] :) [17:08:30] hehe [17:08:38] hau gudu nite [17:08:43] subha ratri [17:08:57] ଶୁଭରାତ୍ରି [17:09:10] mane subha bhai au ratri bhauja :D [17:09:22] :D [17:09:39] tama ku mail re patheibi font ta [17:09:49] ସବୁ ଭାଉଜ ଚିନ୍ତାରେ ଅଛନ୍ତି। [17:09:59] akruti ori santosh ta convert heichi [17:10:03] hau, nasim bhai [17:10:12] mu tamaku gote screenshot pathauchi dekha [17:10:18] heehee [17:10:21] hau dia [17:10:38] :D