[13:57:58] ଜୟ ଜଗନ୍ନାଥ [13:59:07] ଶିତି ଭାଇ ତାରିଖ ଦେଇ କୁଆଡେ ଗଲେ ? :P [13:59:12] ଜୟ କଳା! ଆମେ ଏତିକି ନାଁ ଆଉ କେହି ଆସୁଛନ୍ତି? [13:59:43] Chinu007: ତମେ ୦୦୭? [14:00:05] ଜ୍ଞାନ ଭାଇ 8ଟା ରେ ଆସିବେ କହିଲେ [14:00:11] ଜେମସୀ! [14:00:21] ଜମେଷ :P [14:00:28] ତାହେଲେ ୮ଟାରେ ଆରମ୍ଭ କରିବା କି? [14:00:49] ଶିତିକୁ ଟିକେ ପିଙ୍ଗିଦେଲ [14:00:57] ହଉ 8ଟାରେ କରିବା [14:01:06] ହଁ [14:02:10] ଜୟ ଜଗନ୍ନାଥ [14:02:17] ଜୟ ଜଗନ୍ନାଥ କର ଭାଇ [14:03:26] ଆଉ ସବୁ କୁଆଡ଼େ ଗଲେ ? [14:03:28] ଜ୍ଞାନ ଭାଇ ୮ଟାରେ ଆସିବେ କହିଲେ, ସେଥିପାଇଁ ଟିକେ ଅପେକ୍ଷା କରିଛୁ। [14:03:37] ହଉ [14:04:14] ଶିତି ଭାଇ ଆଜି ତାରିଖ ଟା ଦେଇଥିଲେ , ସେ ନିଜେ ନାହାନ୍ତି :P [14:04:42] MKar: ଆଲୋଚନା ସଭାରେ ନ ଲେଖିକି ବି ଏଠି ଆସିବେ ବୋଲି ମୁଁ ଭାବୁଥିଲି । ସତକୁସତ ଆସି ପହଞ୍ଚିଗଲେ । :) [14:06:05] :) [14:06:55] Subas: ସାର ଓଳଗି! [14:07:01] ସାର, ନମସ୍କାର :) [14:07:10] ସାର, ନମସ୍କାର [14:08:11] ଆରମ୍ଭ ହେଲାଣି ? [14:09:13] ତୁମ ଅପେକ୍ଷାରେ ଥିଲୁ :) [14:09:59] ତାହେଲେ ଆରମ୍ଭ କରିଦବା । ଜ୍ଞାନ ଆଉ ୨୦ ମିନିଟ ପରେ ଆସିଲେ ବି ଚଳିବ । [14:10:09] ନମସ୍କାର [14:10:33] ହଁ, ଭାଇ :) [14:10:47] ଓଳଗି [14:11:05] olagi [14:11:15] ସୌମ୍ଯା ଆଉ ମାଡାମ ସ୍ଵାଗତ :) [14:12:17] start kara discussion [14:13:01] kayan aarambha ru sabu quit kaleni [14:13:16] ଶୁଭାଶିଷ ଭାଇ ଆରମ୍ଭ କରିବେ? [14:13:22] ଅପା, ସ୍ଵାଗତଂ [14:13:37] ସେଟା irc ସମସ୍ଯା [14:13:45] wow. Swagat tamaku bhi [14:14:55] ମୋର ୟ ଗୁଡା ଯ ହେଇଯାଉଛି [14:15:35] ଆଜିର ଆଲୋଚନା ବିଶେଷ କରି ଉଇକିପାଠାଗାର ଜନ୍ମତିଥି ଉପରେ ଅଛି [14:16:03] wikisource ra birthday hauchi ki? [14:16:46] ଜନ୍ମଦିନ ନିମନ୍ତେ କି ପଦକ୍ଷେପ ନେଲେଣି ? [14:17:03] ହଁ, ଏବେ ଯାଏଁ ଗ୍ରାଣ୍ଟର ସ୍ଥିତି ଜଣା ନାହିଁ। [14:17:33] ସେଟା ହେଲେ କିଛି step ନେଇ ହୁଆନ୍ତା [14:17:36] ଆଉ କଅଣ ବିଚାର କରିବା । [14:18:07] ଜ୍ଞାନ ଭାଇ ୮ଟା ରେ ଆସିଲେ ଜଣା ପଡିବ। [14:18:08] thik kahile sir [14:18:26] ଗ୍ରାଣ୍ଟ ପଇସା ଏ ମାସ ଶେଷ ଭିତରେ ଆସିଯିବା କଥା । ଏଇଟା ଅବଶ୍ୟ ମୋ ଅନୁମାନ । [14:18:43] ତେବେ ଆର ମାସ ମଝି ଆଡ଼କୁ କରିପାରିଲେ ଭଲ । [14:19:19] ତାଙ୍କର ଓଡିଆଙ୍କୁ ଦେବାକୁ ଇଚ୍ଛା ନାହିଁ ଲାଗୁଛି । [14:19:23] ଏମାସ ଶେଷ/ଆରମାସ ଆରମ୍ଭରେ ଜାଗା ମିଳିବା ଯେତେ କଷ୍ଟ ଟିକେଟ ସେତେ ମହଙ୍ଗା । [14:19:50] ଏବେ କଣ କରିବା? [14:20:00] Subas: ହା ହା ସାର । ସେ କେଉଁ ଓଡ଼ିଆ-ମରାଠୀ ଚିହ୍ନନ୍ତି? [14:20:15] ସେଇ କଥା କହିଥିଲି ସଇଲେଶ ବାବୁଙ୍କୁ [14:20:35] ମୋର ମତ ଆର ମାସ ମଝି ଆଡ଼କୁ [14:20:45] ଓଡିଆ ଉଇକିପିଡିଆ ମାଗୁଛି ନା [14:21:22] ଆଉ ଇଣ୍ଟରନେଟ ଆଦିର ଭଲ ସୁବିଧା ଥିବା ଜାଗାରେ କଲେ ଭଲ । କାରଣ ଡେମୋ ଆଉ ଟ୍ରେନିଂ ପବ୍ଲିକ ଇଭେଣ୍ଟଠୁ ବେଶୀ ଜରୁରୀ । [14:21:36] ଆର ମାସ ୧୧ରେ iimcରେ କାର୍ମଶାଳାଟେ ଅଛି । [14:22:02] @ସୁବାସ ସାର, ଏଇଟା ଉଇକିପାଠାଗାର ତରଫରୁ [14:22:03] ଇଣ୍ଟରନେଟ ପାଇଁ ଜିଓ ଜିନ୍ଦାବାଦ [14:22:58] ଓଡିଆ ପାଠାଗାର ତ, ଓଡିଆ ନାମ ଅଛି ତ [14:24:07] ହାହାହାଃ ନା ସାର , ସେମିତି କିଛି ନାହିଁ [14:24:45] ତାହେଲେ ଯେଉଁଠି କଲେ ଚଳିବ । ଚିଲିକା ପ୍ଲାନ ପାଇଁ ବି ପୂରା ହଁ । ବାକିମାନେ କଣ କହୁଛନ୍ତି? [14:24:53] ସଇଲେଶ, ପ୍ଳାନ କଅଣ କରିଛ, କୁହ । [14:25:53] chilika mo ra bhi haan [14:26:17] ଚିଲିକା book ହେଲାଣି କି ? [14:26:56] ଚିଲିକା ରେ କରି ହେବ [14:27:16] ସେଠି କେଉଁଠି କରିବା, ସେଠି ଯାଇ କିଏ ବୁଝିବ ? [14:27:17] କିନ୍ତୁ ସେଇଠି ନେଟ ଅସୁବିଧା [14:27:31] ନାଁ ସାର । ଏଯାଏ ଫାଇନାଲ କେଉଁଠି କିଛି ହେଲାଣି ଯେ ବୁକ ହେବ । ଆଗରୁ କଥା ପଡ଼ିଥିଲା ବୋଲି କହିଲି । ଆପଣ ସଭିଏଁ ଆଗେ ମତ ଦିଅନ୍ତୁ । [14:27:34] oho..gio kama karibani [14:27:39] jio [14:27:58] ନା ମ୍ଯାଡାମ, [14:28:38] ହ୍ରଦ ଭିତରେ ଜିଓ ଆସିବାନି [14:28:46] ତାହେଲେ କେଉଁଠି ଗୋଟେ ହୋଟେଲ ବାଙ୍କେଟ ହଲ ଭଳିଆ ଦେଖି କଲେ ହେବ । ଶୀତ ଦିନ ତେଣୁ ଏସି ଲୋଡ଼ା ନାହିଁ । ସମଦୃଷ୍ଟି ଅଫିସ ଭଳିଆ ଜାଗା ହେଲେ ବି ଚଳିବ (ତାଙ୍କ ଅଫିସରେ ଚାହିଁଲେ କରିପାରିବା । ଲୋଡ଼ା [14:28:51] tahele prog bbsr re kari bulibaku chilika jiba [14:29:13] ହେଲେ ଆମେ ପାନ୍ଥନିବାସ ବୁକ କରି ପାରିବା [14:29:34] ଆଉ ସେଇଠୁ ଚିଲିକା ଯାଇପାରିବା [14:29:56] ଶୁଭ ଭାଇ , ମୋ'ର ସେଇ ମତ [14:30:14] ହୋଟେଲ କଲେ ଖିଆପିଆ ଧାଁ ଦଉଡ଼ ଚିନ୍ତା ରହିବନି । ଆଉ ଉଇକିଆଳିଏ ସେ ସମୟ ବାକି କାମରେ ଲଗେଇପାରିବେ । ନହେଲେ ୩-୪ ଜଣ ଖାଲି ଖିଆପିଆ ଯୋଗାଡ଼ରେ ବ୍ୟସ୍ତ ରହିବେ । [14:30:49] ମାଲ ଆସିନି, ଆଉ କେମିତ book କରିବା ନା ପ୍ଳାନ କରିବା [14:31:20] ହଁ , ସେଇଟା ଠିକ [14:31:34] ଏବେ କେଉଁଠି କରିଲେ ଭଲ ହେବ ? [14:32:27] କେତେଜଣ ବାହାରୁ ଆସିବାକୁ ଅଛନ୍ତି ? [14:33:00] ଆଉ ସର୍ବମୋଟ କେତେଜଣ ହେବେ ? [14:33:29] ଚିଲିକାରେ କଲେ ଦୁଇ ଦିନ ଦରକାର ହେବ ଲାଗୁଛି । [14:33:31] samaya thik rahile delhi ru mu eka asibi kintu fog naheba darkara. karana fog hele train/flight delay/cancel hai jauchi [14:33:32] ସେହି ୩୦ [14:34:20] ଜାନୁଆରୀ 30 ? [14:34:46] total people 30 bodhe [14:35:16] ଚିଲିକା ରେ କାଲେ କିଛି ଅସୁବିଧା ହବନି ତ ? କାରଣ ଏବେ ତ ପ୍ରବଳ ଶୀତ ପଡୁଛି । [14:36:05] ଆଉ ସେଠି ବୋଧେ ଇଣ୍ଟେର୍ନେଟ ବି ଧିମେଇବ । [14:36:07] ଏଇ ମାସରେ ଶୀତ, ଆର ମାସରେ ନୁହେଁ । [14:37:00] ଚିଲିକାରେ ଏତେ କମ ସମୟରେ ଇଭେନ୍ଟ କରିବା କଷ୍ଟ [14:37:48] ଚିଲିକା ପାଇଁ ବହୁତ ପରିଶ୍ରମ କରିବାକୁ ହବ , ଅଳ୍ପ ସମୟ ଭିତରେ [14:37:49] ସଇଲେଶ ଏକୁଟିଆ ଚିଲିକା କଥା ବୁଝିପାରିବନି [14:38:56] ହଉ ଚିଲିକାଟା ଇମ୍ପୋଟାଣ୍ଟ ନୁହେଁ ଆଗ ବାକି ଜିନିଷ ଠିକଣା ହଉ । [14:39:56] ଆଗ ତାରିଖ ଫାଇନାଲ କର ଯାଉ [14:40:47] ପାଠ ପଢୁଆ ପିଲା କହନ୍ତୁ କେବେ ସମୟ ହେବ [14:42:14] ଜାନୁୟାରୀ 30 - 31 ଆଡେ କରିଲେ ? [14:42:20] ଜାନୁଆରୀ ମାସରେ [14:42:51] ଆମେ ତ ଏଇଠି ଅଛୁ । [14:42:59] sorry [14:43:15] ଡିସେମ୍ବର [14:43:18] ରେ [14:43:48] ଫେବୃଆରୀ 1 ରୁ ପରୀକ୍ଷା ମୋ'ର [14:44:04] ଯୋଉ ମାନେ ବାହାରୁ ଆସିବେ , ସେମାନଙ୍କ ସୁବିଧା ଦେଖି ତାରିଖ ରଖ [14:44:11] ଓହୋ [14:44:28] ଡିସେମ୍ବର ମାସରେ କରିବା ପ୍ରାକ୍ଟିକାଲି ବହୁ କଷ୍ଟ । ପରୀକ୍ଷା ସରିଲେ ବରଂ ଭଲ । [14:45:17] ଦିଲ୍ଲୀବାସୀଏ କହନ୍ତୁ । ପିଲାଙ୍କ ପରୀକ୍ଷା ହେରିକା କିଛି ଅଛିକି ନଗଦ ଉପରେ? [14:45:22] ତେବେ ସମସ୍ତେ ଏକ ମତ ହେଇ ଗୋଟେ ତାରିଖ କହିଲେ ଠିକ ହେବ [14:46:14] ପଙ୍କଜମାଳା ଅପା , ଆପଣଙ୍କୁ କେବେ ଆସିବା ସୁବିଧା ହେବ ତାରିଖ କିଛି କୁହନ୍ତୁ ? [14:46:21] parikha ta sarigala kintu thanda ebm fog adhika ruhe christmas/end dec and january 1 week re [14:46:34] ତାରିଖଟା ଏବେ ଥୟ ନ କରି doodle.com ବ୍ୟବହାର କରି ପରେ ସହଜରେ କରିହେବ । [14:46:52] ହା ହା [14:47:25] ଆଶୁତୋଷ ଆସିପାରିବ କି ? [14:47:43] ନା କିଛି ଅସୁବିଧା ହେବ [14:48:02] jehetu sethare samaste achanti semane hin tarikha thik kale bhala. [14:48:31] ashu to asiba pain gode teki basichi. parikha bhi chadiba re tara chinta nai [14:49:46] kahuchi kou kumbha mela je 13 barsa re thare hebe ebe parikha na dele ara tharaka dei debi [14:49:58] pmsarangi: ଅପା, ତାକୁ ଗୋଟେ ଟାର୍ଗେଟ ଦେଇଦିଅନ୍ତୁ । ଏତିକିଟା ଏଡିଟ କଲେ ଯାଇ ଯିବୁ ବୋଲି । [14:50:57] thik achi [14:51:37] ନେଟ କତିଯାଇଥିଲା [14:51:51] 50 ମିନିଟରେ କିଛି ଫାଇନାଲ ହେଲାନି । [14:52:50] Subas: ସାର ଟିକେ IRC ଦୁଃଖସୁଖ ହେଲେ ଏତେ ଦିନ ପରେ । ସେଇଟା କଣ କମ? [14:52:54] :) [14:53:31] sata katha [14:53:36] thik kahila lagila odisha re achi [14:53:48] kemit achanti aapana mane [14:54:23] ଶୁଭ ଭାଇ କୋଉଠି ଅଛ ଏବେ ? [14:54:40] କେମିତି ଅଛ [14:54:43] ତା' ପରେ ସବୁ ଏଠି ନାହାନ୍ତି । ଫାଇନାଲ କିଛି ହବନି । କିନ୍ତୁ ବାଟରେ ମୋରମ କିଛି ପଡୁ ଏମିତି ମଝିରେ ମଝିରେ । [14:54:53] ଜ୍ଞାନ ଭାଇଙ୍କୁ କେହି ଜଣେ ପିଙ୍ଗନ୍ତୁ [14:55:13] ବେଙ୍ଗାଳୁରୁ । ଏଠି ଝାଳ ବହୁଛି । ତେଣୁ ଫ୍ୟାନ ଅନ କରି ବସିବାକୁ ପଡୁଛି । :) [14:55:23] ଶିତି ଭାଇ କିଛି କୁହନ୍ତୁ [14:56:31] Siti hauchanti Sipun na kayan [14:57:11] wm-bot3, @chanserv emane kia [14:57:17] subha bhai [14:57:33] server ଗୁଡ଼ା [14:57:43] ଏବେ ବେଙ୍ଗାଲୁରୁ ରେ କେତେଦିନ ଅଛ [14:57:47] subha out of topic question tame cis chadidela [14:57:54] ? [14:57:56] ଚିନୁ ପଛରେ 007 bond ID ଲାଗିଛି [14:58:10] ha ha james bond [14:58:43] ମୁଁ ଟିକେ ପୁରୁଣା ଜିନିଷ ପଢୁଥିଲି [14:59:11] ok. mu jauchi rosei karibi [14:59:14] good night [14:59:33] ଆମେ UU ପିଲା tudy tour ରେ ଯାଉଛୁ ବେଙ୍ଗାଲୁରୁ ରେ 2 ଦିନ ରହିବୁ । ଡିସେମ୍ବର 28 29 [15:00:08] ସେଠି କିଛି ଗୋଟେ କରିହେବ କି ? [15:00:30] good night ନା food night [15:00:33] ଗୁଡ ନାଇଟ ଅପା [15:00:53] ଅପା ହସୁଛନ୍ତି ମୋର ID ଦେଖି ॥ ହା ହା [15:01:08] ଶୁଭରାତ୍ରି ଅପା [15:01:11] sir both good and food [15:01:33] @sailesh1:ଆଲୋଚନାର ଫଳାଫଳ କଣ ହେଲା ତା'ହେଲେ ? [15:01:53] ଶିତି ଭାଇ ଏବେ କୋଉଠି? [15:02:09] ଏବେ ଯାଇଁ କିଛି ଜନା ପଡ଼ୁନି [15:02:20] ହେଲେ ଆମେ ଜାନୁଆରି [15:02:31] ରେ କରିବା କାର୍ମଶାଳା [15:02:47] ସେୟା ଠିକ ହେଲା [15:03:37] ସ୍ଥାନ ବିଷୟରେ କଣ କରାଯିବ ? [15:03:44] ଠିକ ଅଛି । ଗ୍ରାଣ୍ଟ ଆସୁ ଆଉଥରେ ଆଲୋଚନା କରିବା । ଆଉ ସେମାନଙ୍କୁ ସମସ୍ତେ ଜଣ ଜଣ କରି ଲେଖିବା ଯେ ଏମିତି ହଇରାଣ ଆଉ ନକରାନ୍ତୁ.... ଜନ୍ମଦିନ ଆର ଜନ୍ମଦିନରେ ପାଳନ ନହେଉ [15:04:11] ଠିକ କଥା [15:04:23] ଠିକ କଥା [15:05:04] ସଭାସଙ୍ଗ ହେଲା କି [15:05:05] ସ୍ଥାନ ଭୁବନେଶ୍ବର ହି ରଖିବା କାରଣ ବାକି ଯେଉଁଠି ହେବ ଅସୁବିଧା ହେଇପାରେ [15:05:05] ବିଦାୟ [15:05:18] ସାଙ୍ଗ କରିବା ତାହାଲେ [15:05:19] ହଁ [15:05:22] ଠିକ କଥା । [15:05:29] ଭୁବନେଶ୍ବର କରାଯାଉ [15:05:43] ସମସ୍ତେ ଯୋଗ ଦେଇଥିବାରୁ ଧନ୍ୟବାଦ [15:05:44] ଶୁଭ ରାତ୍ରି ସମସ୍ତଙ୍କୁ । [15:05:47] bye [15:05:55] ଶୁଭରାତ୍ରି [15:05:59] ଧନ୍ୟବାଦ ସମସ୍ତଙ୍କୁ [15:06:16] ରହିଲି ସାର [15:06:18] ଶିତି ଭାଇ ନେକ୍ସ୍ଟ ଆମେ ଗ୍ରାଣ୍ଟ ଆସୁ କରିବା [15:06:21] ପ୍ରଣାମ [15:07:56] han [15:08:01] au kie achhanti? [15:08:09] mun achhi [15:08:18] kan sarigalani? [15:08:23] tume sabha sesare asila [15:08:33] log dekhi mata deba [15:08:52] grant bala kichhi mail karithile para ? [15:09:14] han semane bank details magichahnti [15:13:48] hau [15:13:52] deidia [15:14:02] sighra kam heba darkar [15:14:14] han han [15:14:19] aji jemiti hele patheibi [15:14:32] nahele aara birthday pain ebe thu grant magibaku padiba [15:14:43] aarabarsa sudha ta nihati milijiba na [15:15:05] ha ha rapid grant [15:15:11] :D [16:21:15] Bhai ete late re asile [16:25:12] ନିର୍ମଳ ଭାଇ ଡାକିବାରୁ ମନ୍ଦିର ଯାଇଥିଲି [16:27:16] mu bi asila belaku sabu sarihjaithila. shiti bhai jaha basithile gapa sapa kariki gale [16:34:04] ସମ୍ବଲପୁରରେ ମତେ ଦେଖାକରିବାକୁ ହୀରାକୁଦରୁ ମୋର ଯେଉଁ ବନ୍ଧୁ ଆସିଥିଲେ, ସେ ତାଙ୍କ ଫଟୋ ସବୁ ମାଗୁଥିଲେ ... [16:35:25] gmail re patheidebi mo pakhare jetaka achhi [16:36:04] ତାଙ୍କୁ Whatsappରେ ଦରକାର [16:36:53] 94380 01275 [16:37:00] hau number diantu [16:39:12] ଉପରେ ଲେଖିଛି: ୯୪୩୮୦ ୦୧୨୭୫ [16:40:55] ha ha